କମିସନରେଟ ପୁଲିସର ନିର୍ବାଚନୀ ସୁରକ୍ଷା ଚିନ୍ତା ଖଟି ଖଟିରେ ଚଢ଼ଉ: ୧୩ ହଜାର ଟଙ୍କା ଜରିମାନା ଆଦାୟ

ଭୁବନେଶ୍ବର: ବିଏମ୍‌ସି ନିର୍ବାଚନ ଘୋଷଣା ପରେ କମିସନରେଟ୍ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସନ୍ଧ୍ୟାରେ ବସ୍ତିଠୁ ଆରମ୍ଭ କରି ଛକ, ବିଭିନ୍ନ ଖଟିସ୍ଥଳ, ମଦ ଦୋକାନ ପ୍ରମୁଖ ସମ୍ବେଦନଶୀଳ ଜାଗାରେ ପୁଲିସ ପଇଁତରା ମାରିବା ଆରମ୍ଭ କରିଛି। ଡିସିପି ଗତକାଲି ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପରେ ଆଜି ପ୍ରଥମ ଦିନରେ ଖଣ୍ଡଗିରି ଥାନା ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କରିଛି। ଜୋନ୍-୩ ଏସିପି ରଜତ ରାୟଙ୍କ ନେତୃତ୍ବରେ ଖଣ୍ଡଗିରି … Continue reading କମିସନରେଟ ପୁଲିସର ନିର୍ବାଚନୀ ସୁରକ୍ଷା ଚିନ୍ତା ଖଟି ଖଟିରେ ଚଢ଼ଉ: ୧୩ ହଜାର ଟଙ୍କା ଜରିମାନା ଆଦାୟ